Tuesday 6 September 2016

ଭିଡ଼ର ମଣିଷ



ମଣିଷ ନୁହନ୍ତି ଖାଲି ପ୍ରତିଯୋଗୀ 
ବିଡମ୍ବନା ଏଟା ସମାଜ ପ୍ରବୃତି 
ନିଚ୍ଛକ ମିଥ୍ୟର ଶସ୍ତା ଆବରଣ 
ଗୋଲାପର ଭିକ୍ଷା କଣ୍ଟକ ବିହୀନ ..
ପଦ ପଦବିଟା ତୁମ ଆଚରଣ ସାର 
ଚରିତ୍ର ସଂଚୟ ଆଉ ଚରିତ୍ର ପ୍ରହାର 
ବୁଢିଆଣୀ ଜାଲ ଚକ୍ରବ୍ୟୁହ ରହସ୍ୟ 
ଜନତାର ନେତା ସମ୍ବିଧାନର ଔରସ

No comments:

Post a Comment