Tuesday 6 September 2016

ଅନୁଶୋଚନା ..



ଆଜି ନିଦ ନାହିଁ , ଆଜି ବ୍ୟଥା ନାହିଁ 
ଗନ୍ତବ୍ୟ ପଥର ଆଜି ଦିଗ ନାହିଁ 
ନିସ୍ତବ୍ଧ ରାତିର ସାଥି ଏକ ମୁହିଁ 
ଟୋଲଗେଟ ଦିଶେ , ପାଦେ ଆଗେଯାଇ I....

ହିସାବ ନିକାସ ସତେ ଆଜି ଏବେ 
ଚିଠା ନିଏ କୁହେ ଆଉ କିଛି ଦୂର 
ବ୍ୟସ୍ତ ଜନର ନା ଦିଶେ କୋଳାହଳ 
ଯୌବନେ ଧାଇଁଲେ , ଯୌବନ ଶିଥିଳ I..

2 comments: