Tuesday 27 October 2015

ନିରବ ବତାଶ ମନେ ବହିଜାଏ



Pic Courtesy:http://www.tribuneindia.com/2011/20111223/ind1.jpg

ନିରବ ହତାଶ ମନେ ରହିଯାଏ,
ନିରବ ପଥିକ ପୁଣି ଚାଲୁଥାଏ,
ନିରବ ଶ୍ରମୀକ ହଜି ମଜିଜାଏI

ନିରବ ସଂଗ୍ରାମ ମନ ତେଜିଜାଏ,
ନିରବ ଶୋଷଣ ମନେ ଘେରିଯାଏ,
ନିରବ ଶାସକ ନିଜେ ଜଳିଯାଏ ,
ନିରବ ବହନୀ ଦେଶ ଭାନଗିଜାଏI

ନିରବ ଆଚରଣେ ଆରକ୍ଷଣର ନିନାଦ ,
ନିରବ ଜନତାର ସ୍ବରରେ ବିଶାଦI

No comments:

Post a Comment